April 21, 2025

ଗୁଣବତ୍ତାର ସହ ରପ୍ତାନୀ ପ୍ରୋତ୍ସାହନ ଉପରେ ଆଞ୍ଚଳିକ କର୍ମଶାଳା

ଭୁବନେଶ୍ବର: ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଓ ରପ୍ତାନୀ ପ୍ରୋତ୍ସାହନ ବିପଣନ ନିର୍ଦ୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଗୁଣବତ୍ତାର ସହ ରପ୍ତାନୀ ପ୍ରୋତ୍ସାହନ ଉପରେ ଏକ ଆଞ୍ଚଳିକ କର୍ମଶାଳାର ଆୟୋଜନ ହୋଇଯାଇଛି ।  ଏହି କର୍ମଶାଳାରେ ପୂର୍ବାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ଯଥା-ଆସାମ, ମଣିପୁର, ସିକିମ୍, ଝାରଖଣ୍ଡ, ମେଘାଳୟ, ଛତିଶଗଡ଼, ତ୍ରିପୁରା,

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia