April 20, 2025

ଗୁଜୁରାଟ : ନୂଆ କ୍ୟାବିନେଟ ଶପଥ ପୂର୍ବରୁ ବାଚସ୍ପତି ପଦରୁ ଇସ୍ତଫା ଦେଲେ ରାଜେନ୍ଦ୍ର ତ୍ରିବେଦୀ

ଗାନ୍ଧୀନଗର : ଗୁଜୁରାଟର ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ପୂର୍ବରୁ ରାଜେନ୍ଦ୍ର ତ୍ରିବେଦୀ ଆଜି ଗୁଜୁରାଟ ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଗୁଜୁରାଟ ବିଧାନସଭା ସଚିବାଳୟରେ ଦାଖଲ କରିଛନ୍ତି । ଏହା ଗ୍ରହଣ ମଧ୍ୟ ହୋଇସାରିଛି । ଏଥି ସହ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia