ଗଜଲକ୍ଷ୍ମୀ ଭସାଣୀ ଶୋଭାଯାତ୍ରାରେ ଅଘଟଣ: ଜଣେ ମୃତ, ୩ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମାର୍ଶାଘାଇ କଣକଷୋଟି ଗାଁରେ ଗଜଲକ୍ଷ୍ମୀ ଭସାଣୀ ଶୋଭାଯାତ୍ରା ସମୟରେ ଅଘଟଣ । ବିଦ୍ୟୁତ ତାର ଲାଗି ଜଣେ ମୃତ, ୩ ଗୁରୁତର । ମୃତକ ବ୍ୟକ୍ତି ଜଣକ ହେଲେ କଣକଷୋଟୀ ଗାଁର ବିଶ୍ବଜିତ୍ ଲେଙ୍କା । ସେ ବେଙ୍ଗାଲୁରୁରେ କାମ କରନ୍ତି ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେବାପାଇଁ ଛୁଟିରେ ଘରକୁ ଆସିଥିଲେ । {image-untitled2-1666097114.jpg

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia