ଭୁବନେଶ୍ୱର: ଖବର କାଗଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲେଖା । ଏହି ଲେଖାର ଶୀର୍ଷକ ରହିଛି ‘ଏ ମାଟିର କନ୍ୟା’ । ୨୫ ତାରିଖରେ ସଂସଦ ଭବନରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଉଥିବା ମୁହୂର୍ତ୍ତକୁ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି । ‘ଏ ମାଟିର କନ୍ୟା’ ଶୀର୍ଷକରେ ନବୀନଙ୍କ ଆଲେଖ୍ୟ ଚର୍ଚ୍ଚା
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Union Club gets new president
2 held from UP for duping visitors with fake Puri shrine accommodation sites
Similipal to set up mini nurseries for endangered plants conservation