April 30, 2025

କୋଟିଆରେ ମହାବଳ ବାଘ ଆତଙ୍କ !

କୋରପୁଟ: କୋରପୁଟ ଜିଲ୍ଲା କୋଟିଆରେ ମହାବଳ ବାଘ ଆତଙ୍କ । ଜିଲ୍ଲାର ତିନୋଟି ଗାଁ ଯଥା ଫାଟୁସିନେରୀ, ହରମାଣ୍ତିଙ୍ଗି ଓ ଫଗୁଣଶିନେରି ନିକଟରେ ଆନ୍ଧ୍ର ସୀମାରେ କିଛି ଦିନ ହେବ ଏକ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ଏବେ ଆତଙ୍କିତ ଗାଁ ଲୋକ । ବାଘର ପାଦ ଚିହ୍ନ ମଧ୍ୟ ଏହି ଅଞ୍ଚଳରେ ଦେଖିବା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia