April 20, 2025

କୋଇଲା ଦଲାଲରେ ‘ହାତ’ କଳା, ‘କଂଗ୍ରେସ ଫାଇଲ’ର ତୃତୀୟ ଏପିସୋଡ ଜାରି କଲା ବିଜେପି

ନୂଆଦିଲ୍ଲୀ : ଦୁର୍ନୀତି ଅଭିଯୋଗରେ ପୁଣି କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି । ୟୁପିଏ-2 ସରକାର ସମୟରେ କୋଇଲା ଆବଣ୍ଟନରେ ହୋଇଥିବା ଦୁର୍ନୀତି କୁ ନେଇ ‘କଂଗ୍ରେସ ଫାଇଲ୍ସ’ ର ତୃତୀୟ ଏପିସୋଡ ଜାରି କରିଛି ବିଜେପି । ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିନ 1,86,000 କୋଟି କୋଟି ଟଙ୍କାର କୋଇଲା ଘୋଟାଲା ଅଭିଯୋଗରେ ପୂର୍ବ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia