April 20, 2025

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ଶିବସେନା, କହିଲା – ବରଖାସ୍ତ ସିଏମଙ୍କ ସହ ସୀମା ସୁରକ୍ଷା ବିଷୟରେ ଆଲୋଚନା କରିବା ଭୁଲ

ମୁମ୍ବାଇ : ଶିବସେନା ଶନିବାର ଦିନ “ବରଖାସ୍ତ” ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ନେଇ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛି । ଶିବସେନା କହିଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ସୀମା ସୁରକ୍ଷା ବିଷୟରେ ଆଲୋଚନା କରିବାର ଗୃହମନ୍ତ୍ରୀଙ୍କ କୌଣସି ଅଧିକାର ନାହିଁ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia