April 23, 2025

କେନ୍ଦ୍ରାପଡା ଜିଲ୍ଲାର ନୂତନ ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି ୟୁନିଟି, କାଜୁଆଲଟି, ଓ ଟ୍ରମା କେୟାର, 5 ଶଯ୍ୟା ବିଶିଷ୍ଟ ଟ୍ରମା ଆଇସିସୟୁ, ରେଡିଓଲୋଜି, ସିଟି ସ୍କାନ ଭଳି ସୁବିଧା, ଉନ୍ନତ ଧରଣର ଓଟି କମ୍ପପ୍ଲେକ୍ସ,

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia