April 20, 2025

କୃଷକଙ୍କ ଧାରଣା ସ୍ଥଳରୁ ବ୍ୟାରିକେଡ୍ ହଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି – ଖୁବ୍ ଶୀଘ୍ର ତିନୋଟି କୃଷି ବିରୋଧୀ ଆଇନ ମଧ୍ୟ ହଟିବ

ନୂଆଦିଲ୍ଲୀ : ଟିକରୀ ଏବଂ ଗାଜୀପୁର ସୀମାରେ କୃଷକଙ୍କ ଧାରଣା ସ୍ଥାନ ନିକଟରେ କରାଯାଇଥିବା ବ୍ୟାରିକେଡକୁ ଦିଲ୍ଲୀ ପୋଲିସ ହଟାଇ ଦେଇଛି । ଗୁରୁବାର ରାତିରେ ଟିକରୀ ସୀମାରୁ ଏବଂ ପରେ ଶୁକ୍ରବାର ଗାଜିପୁର ସୀମାରୁ ବ୍ୟାରିକେଡ୍ ହଟାଇ ଦିଆଯାଇଛି । ଏହା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia