April 20, 2025

କିଏ ଏହି ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଭୂପେନ୍ଦ୍ର ପଟେଲ ? କଣ ରହିଛି ତାଙ୍କର ରାଜନୈତିକ ଜୀବନ…

ଅହମ୍ମଦାବାଦ : ବିଜେପି ଶାସିତ ରାଜ୍ୟରେ ଗତ କିଛି ଦିନ ହେବ ଅଶାନ୍ତି ଲାଗି ରହିଛି । ପ୍ରଥମେ, ଉତ୍ତରାଖଣ୍ଡରେ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ହଟାଇବା ପରେ ତିରଥ ସିଂ ରାୱତ ତାଙ୍କ ସ୍ଥାନରେ ପଦ ସମ୍ଭାଳିଥିଲେ, କିନ୍ତୁ କିଛି ଦିନ ପରେ ତାଙ୍କୁ ହଟାଇ ଦିଆଯାଇଥିଲା ଏବଂ ପୁଷ୍କର ସିଂ ଧାମଙ୍କୁ ରାଜ୍ୟର ଦାୟିତ୍ୱ ଦିଆଯାଇଥିଲା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia