April 22, 2025

କାଶୀପୁର ଝାଡ଼ାବାନ୍ତି ନେଇଛି ହଇଜାର ରୂପ, କଲେରା ତୁଳନାରେ ମୃତ୍ୟୁ ସମ୍ଭାବନା ଅଧିକ

ରାୟଗଡ଼ା: ସ୍ଥାନୀୟ କାଶୀପୁର ଅଞ୍ଚଳରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କାଶୀପୁରରେ ଚିହ୍ନଟ ହୋଇଛି ଭିବ୍ରିଓ କଲେରା । ୧୦ ଜଣଙ୍କ ଠାରୁ ସଂଗୃହୀତ ମଳ ନମୁନା ମଧ୍ୟରୁ ୩ ଟିରେ ଭିବ୍ରିଓ କଲେରା ଭୂତାଣୁ ଥିବା ଜଣାପଡିଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia