April 29, 2025

କାଶୀପୁର କଲେରା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ

ଭୁବନେଶ୍ୱର: କାଶୀପୁର କଲେରା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ । ଆଜି ବିଧାନସଭାରେ ଶୂନ୍ୟକାଳରେ କାଶୀପୁର କଲେରା ପ୍ରସଙ୍ଗ ନେଇ ବିରୋଧି ଦଳ ମୁଖ୍ୟ ସତେକ ସରକାରଙ୍କୁ ସମାଲୋଚନା କରିଥିଲେ । କିଛି ସମୟ ପାଇଁ ବିଜେପି ଓ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । କାଶୀପୁରରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ହେଲେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia