April 22, 2025

କାଲି ଅକ୍ଷୟ ତୃତୀୟା: ଗାଜଲବାଡି ଜଙ୍ଗଲରୁ ପୁରୀ ଅଭିମୁଖେ ଗଲା ରଥକାଠ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ରଥକାଠ ଅନୁକୁଳ ସହ ଆରମ୍ଭ ହେବ ରଥକାମ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ। ଏଥିପାଇଁ ରଥରେ ବ୍ୟବହାର ହେବାକୁ ଥିବା କାଠଗାଡି ଆଜି ପୂରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲାର ସୋରଡା ନିକଟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia