April 22, 2025

କାଲିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଅନଲାଇନ ଆବେଦନ: ଜାଣନ୍ତୁ, କେମିତି କରିବେ ବୁକିଂ ?

ଭୁବନେଶ୍ୱର: ଆସନ୍ତାକାଲିଠୁ ଅର୍ଥାତ ଜୁନ ୧ରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ପାଇଁ ଆବେଦନ ଆରମ୍ଭ ହେବ। www.siam.in ପୋର୍ଟାଲକୁ ଯାଇ ଆବେଦନ କରିହେବ। ଏ ନେଇ ଟ୍ବିଟ କରି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଥାଉ କି, ୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia