April 29, 2025

କାଲିଠୁ ସାରା ରାଜ୍ୟରେ ପାଗ ଶୁଖିଲା !

ଭୁବନେଶ୍ବର: କମିଲା ବର୍ଷା । ବଦଳିଲା ପାଗ । ଆସନ୍ତାକାଲିଠୁ ରାଜ୍ୟରେ କ୍ରମଶଃ ଶୁଖିଲା ପାଗ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ନିମ୍ନ-ଚାପ ରେଖା ଉତ୍ତର ମୁହାଁ ହେଉଥିବାରୁ ଆଜି (ବୁଧବାର) ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ମଧ୍ୟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia