April 22, 2025

କାଲିଠୁ ପୁଣି ବର୍ଷାରେ ଭିଜିବ ସାରା ରାଜ୍ୟ, ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତ ପରେ ବର୍ଷା । ପୁଣି ଶୀତ… ପୁଣି ଏବେ ବର୍ଷା । ରାଜ୍ୟରେ ଏବେ ଚାଲଛି ଶୀତ-ବର୍ଷାର ଲୁଚକାଳି ଖେଳ । କିଛି ଦିନ ଶୀତ ପୁଣି କିଛି ଦିନ ବର୍ଷା । ଇତିମଧ୍ୟରେ ଆସନ୍ତାକାଲିଠୁ ଅର୍ଥାତ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia