April 21, 2025

କାନ୍ସ ଫିଲ୍ମ ଫେଷ୍ଟିଭାଲ :’ଭାରତକୁ କଣ୍ଟ୍ରି ଅଫ୍ ଅନର ‘

ମୁମ୍ବାଇ: ବିଶ୍ବର ଅଗ୍ରଣୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ମିଳିଲା କଣ୍ଟ୍ରି ଅଫ ଅନର । ଆଜି ଏହି ଫେଷ୍ଟିଭାଲର ତୃତୀୟ ଦିନ । ଏହି ଫେଷ୍ଟିଭାଲରେ ବିଦେଶୀ ସେଲେବ୍ରିଟିଙ୍କ ସମେତ ଦେଶର ପ୍ରସିଦ୍ଧ ସେଲେବ୍ରିଟିମାନେ ମଧ୍ୟ ଭାଗ ନେଇଛନ୍ତି । ଏଥର ଭାରତକୁ ‘କଣ୍ଟ୍ରି ଅଫ ଅନର’ର ମାନ୍ୟତା ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia