April 23, 2025

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଆରମ୍ଭ

କାନ୍ସ: ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ମଙ୍ଗଳବାରରୁ ଆରମ୍ଭ ହୋଇସାରିଲାଣି । ଏହା ମେ 28 ପର୍ଯ୍ୟନ୍ତ ଚାଲିବ । ପ୍ରତିବର୍ଷ କାନ୍ସରେ ଅନୁଷ୍ଠିତ ହୋଇଥାଏ । 1946 ମସିହାରେ ଆରମ୍ଭ ହୋଇଥିଲା । ଏଥିରେ, ବିଶ୍ବର ବିଭିନ୍ନ ସ୍ଥାନରୁ ମନୋନୀତ ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀଗୁଡିକର ପ୍ରିଭ୍ୟୁ କରାଯାଏ । ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia