April 28, 2025

କାଇ ଚଟଣିକୁ ମିଳିବ ଜିଆଇ ଟ୍ୟାଗ ! , ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ୱର: ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକ ନାଲି ପିମ୍ପୁଡି ବା କାଇକୁ ନେଇ ସ୍ୱତନ୍ତ୍ର ଧରଣର ଚଟଣି ପ୍ରସ୍ତୁତ କରିଥାନ୍ତି । ଯାହାକୁ ସେମାନେ ସ୍ୱାଦିଷ୍ଟ ବୋଲି ମଧ୍ୟ ଦାବି କରିଥାନ୍ତି। ଏବେ ଏହାକୁ କିପରି ଜିଆଇ ଟ୍ୟାଗ୍‍ ମିଳି ପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏଥିପାଇଁ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia