April 22, 2025

କରୋନା ସଂକ୍ରମିତ ହୋଇ ଆଇସିୟୁରେ ଭର୍ତ୍ତି ହେଲେ ଗାୟିକା ଲତା ମଙ୍ଗେସକର

ମୁମ୍ବାଇ : ଭାରତର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର କରୋନା ଭାଇରସର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସକୁ ଦୃଷ୍ଟିରେ ରଖି ମହାମାରୀର ଶିକାର ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଭେଟେରାନ ଗାୟିକା ଲତା ଲତା ମଙ୍ଗେସକର କୋଭିଡ -19 ସଂକ୍ରମିତ ହୋଇଥିବା ନିଶ୍ଚିତ କରିଛନ୍ତି ତାଙ୍କ ଝିଆରୀ ରଚନା ।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia