April 28, 2025

କରୋନା ପାଇଁ ବାତିଲ ହେଲା ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ୱର: ବଢୁଥିବା କରୋନା ସଂକ୍ରମଣ ପାଇଁ ତିନି ଯୋଡ଼ା ସାମୟିକ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବାତିଲ କରାଯାଇଛି । ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏବଂ ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ଟ୍ରେନ୍ ଅପସାରିତ ହେବ । ଆସନ୍ତା ୧୫ତାରିଖରୁ ବିଶେଷ ଏକ୍ସପ୍ରେସ ଟ୍ରେନ୍ ଅପସାରଣ କରାଯାଇ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରିବ । ପରିସ୍ଥିତିର ସମୀକ୍ଷା କରିବା ପରେ ଅସ୍ଥାୟୀ ଏକ୍ସପ୍ରେସ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia