April 22, 2025

କଣ ରହିବ ଭୁବନେଶ୍ୱର ଏମ୍ସର ନୂଆ ନାମ ?

ଭୁବନେଶ୍ୱର: କଣ ରହିବ ଭୁବନେଶ୍ୱର ଏମ୍ସର ନୂଆ ନାମ ? କେଉଁ ନାମରେ ନାମିତ ହେବ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ? ଏହାକୁ ନେଇ ଜୋର ଧରିଛି ଆଲୋଚନା । ବିଭିନ୍ନ ବର୍ଗ ଭିନ୍ନ ଭିନ୍ନ ପ୍ରସ୍ତାବ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶରେ ଥିବା ବିଭିନ୍ନ ସ୍ଥାନରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia