April 20, 2025

‘କଣ ଖାଲି ଫେସମ ହେବା ପାଇଁ ମୁଁ ଛୋଟ ପୋଷାକ ପିନ୍ଧୁଛି… ?’; ଜାଣନ୍ତୁ, କାହିଁକି ଏମିତି କହିଲେ ନିୟା ଶର୍ମା

ନୂଆଦିଲ୍ଲୀ: ଆଜିର ଯୁଗରେ ଅଧିକାଂଶ ଅଭିନେତ୍ରୀ ବୋଲ୍ଡ ଫଟୋସୁଟ୍ କରୁଛନ୍ତି । ଯଦିଓ ଏହା ତାଙ୍କ ବୃତ୍ତିର ଏକ ଅଂଶ, କିନ୍ତୁ ଅନେକ ଲୋକେ ଛୋଟ ପୋଷାକ ପିନ୍ଧିବା ପାଇଁ ପ୍ରତ୍ୟେକ ଅଭିନେତ୍ରୀଙ୍କୁ ଟ୍ରୋଲ କରନ୍ତି । ନିୟା ଶର୍ମାଙ୍କ ସହ ସମାନ ଘଟଣା ଘଟିଛି, ତାଙ୍କୁ ଅନେକ ଅଶୀଳ୍ଲ କମେଣ୍ଟର ସାମ୍ନା କରିବାକୁ ପଡୁଛି ।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia