କଟକ ବିଚାରପତିଙ୍କ ଆତ୍ମହତ୍ୟା ମାମଲା: ହତ୍ୟା ଅଭିଯୋଗ ଆଣିଲେ ମା’ଓ ଭାଇ

କଟକ: ପକ୍ସୋ କୋର୍ଟ ଜଜ୍ ସୁବାସ ବିହାରୀଙ୍କ ମୃତ୍ୟୁ ମାମଲା । ବିଚାରପତିଙ୍କ ଆତ୍ମହତ୍ୟା ମାମଲାରେ ଦେଖାଦେଇଛି ଟ୍ୱିଷ୍ଟ । ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କଲେ ସୁବାସଙ୍କ ପରିବାର ଲୋକେ । ସୁବାସଙ୍କ ସ୍ତ୍ରୀ ଓ ଶଳା ହତ୍ୟା  କରିଥିବା ଅଭିଯୋଗ କରିବା ସହ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia