କଟକ: ସିଲଭର ସିଟିରେ ପୁଣି ନକଲି ଔଷଧ । ତିନି ଲକ୍ଷ ଟଙ୍କାର ଟେଲମା-୪୦ ଜବତ ପୁରୀଘାଟ ଥାନା ପୋଲିସ । ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଭି.ଆର ଡ୍ରଗ ଏଜେନ୍ସି ଏହି ନକଲି ଔଷଧ କଲିକତାରୁ ମଗାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲଙ୍କୁ ଗିରଫ କରାଯାଇଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
2 major rivers heavily polluted: OSPCB study
Six students affected by diarrhoea in school
Body of missing 11-year-old boy found in neighbour’s septic tank