April 20, 2025

କଟକଣା ମଧ୍ୟରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆରାଧନା, ରାଜଧାନୀରେ ନିଆରା ଗଣେଶ

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଅଗ୍ରପୂଜ୍ୟଙ୍କ ଆରାଧନା । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟମାନଙ୍କରେ ପୂଜା ପାଳନ ଉପରେ କଟକଣା ରହିଛି । ବହୁ ବିଦ୍ୟାଳୟରେ କେବଳ ବିଧି ରକ୍ଷା କରି ପୂଜା ପାଳନ କରାଯାଉଛି । ସେହିପରି ସର୍ବସାଧାରଣ ସ୍ଥାନରେ ପୂଜା ପାଳନ କରାଯାଉଥିଲେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia