April 22, 2025

କଙ୍ଗନାଙ୍କ ‘ଲକ୍-ଅପ୍’ ପ୍ରତିଯୋଗୀ ସାଇଶା ସିନ୍ଦେ କିଏ ? ଚର୍ଚ୍ଚାରେ ଏବେ ଏହି ଫ୍ୟାଶନ୍ ଡିଜାଇନର୍

ମୁମ୍ବାଇ: ଆଜିକାଲି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଦ୍ୱାରା ଆୟୋଜିତ ହେଉଥିବା ରିଅଲିଟି ସୋ ‘ଲକ୍-ଅପ୍’ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି । ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏହି ଶୋ’ରେ ଯୋଗ ଦେଉଛନ୍ତି । କିନ୍ତୁ ଜଣେ ପ୍ରତିଯୋଗୀ ବିଶେଷ ଭାବରେ ଚର୍ଚ୍ଚାରେ ରହିଛନ୍ତି । ଏହି ପ୍ରତିଯୋଗୀ ହେଉଛନ୍ତି ସାଇଶା ସିନ୍ଦେ । ସାଇଶା ସିନ୍ଦେ ତାଙ୍କ ଲିଙ୍ଗ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia