April 20, 2025

କଂଗ୍ରେସ-ଉଦ୍ଧବ ଗୋଷ୍ଠୀ ମଧ୍ୟରେ ଫାଟ ବଢାଇଲା ରାହୁଲଙ୍କ ବୟାନ, ମିଳିତି ବିରୋଧୀ ବୈଠକରୁ ଦୂରେଇଲା ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ : କଂଗ୍ରେସ ଓ ଉଦ୍ଧବ ଗୋଷ୍ଠୀ ମଧ୍ୟରେ ବଢିଛି ଫାଟ । ସାଂସଦ ପଦ ରଦ୍ଦ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ସାବରକରହ୍କ ଉପରେ ରାହୁଲ ଦେଇଥିବା ବୟାନକୁ ନେଇ ଉଦ୍ଧବ ଗୋଷ୍ଠୀ ରାହୁଲଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଏପରିକି ସୋମବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ବାସଭବନରେ ଅନୁଷ୍ଠିତ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia