April 20, 2025

କଂଗ୍ରେସର ଭେଟେରାନ ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ଦେହାନ୍ତ

ନୂଆଦିଲ୍ଲୀ : କଂଗ୍ରେସର ଭେଟେରାନ ନେତା ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା । ଚଳିତ ବର୍ଷ ଜୁଲାଇରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କ ଅବସ୍ଥାରେ ସୁଧାର ଆସି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia