April 21, 2025

କଂଗ୍ରେସର ଓଡିଶା ବନ୍ଦ: ବିଜେଡ଼ି କହିଲା ବିଜେପି କରୁଛି କଂଗ୍ରେସର ସମର୍ଥନ

କଂଗ୍ରେସର ଓଡିଶା ବନ୍ଦ ଡକରାକୁ ନେଇ ରାଜ୍ୟରେ ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ବିଜେପିର ଇସାରାରେ କଂଗ୍ରେସ ବନ୍ଦ ପାଳନ କରୁଛି ବୋଲି ଅଭିଯୋଡ କରିଛି ବିଜେଡ଼ି। ଅନ୍ୟ ପକ୍ଷରେ ଏକ ଗୁରୁତ୍ଵପୂର୍ଣ ଘଟଣାରେ ବନ୍ଦ ବିରୋଧରେ ହାଇକୋର୍ଟରେ ଦାଏର ହୋଇଥିବା ମାମଲାରେ ବନ୍ଦ ପାଳନ ବେଆଇନ ବୋଲି ଦର୍ଶାଯାଇଛି। ଜୋର ଜବରଦସ୍ତ ବନ୍ଦ ପାଳନ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia