April 24, 2025

ଓଡ଼ିଶା ଖାଦ୍ୟ ସୁରକ୍ଷାର ସଫଳ କାହାଣୀକୁ ବିଶ୍ୱ ଦରବାରରେ ପରିଚିତ କରାଇଲେ ନବୀନ

ରୋମ / ଭୁବନେଶ୍ୱର: ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) ମୁଖ୍ୟାଳୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବିକା ନିର୍ବାହ ତଥା ଖାଦ୍ୟ ନିରାପତ୍ତା ଉପରେ ରାଜ୍ୟର ପରିବର୍ତ୍ତନଶୀଳ ଅଗ୍ରଗତି ବାଣ୍ଟିଛନ୍ତି । ଖାଦ୍ୟ ପାଇଁ ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା, ଏବେ କିଭଳି ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ଅବଗତ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia