April 21, 2025

ଓମିକ୍ରନ ସଙ୍କଟ ମଧ୍ୟରେ ରାଜ୍ୟରେ ତଳମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଏବେ ଓମିକ୍ରନ ଚିନ୍ତା । ଦୁଇ ବିଦେଶୀ ଫେରନ୍ତା ଚିହନ୍ଟ ହେବା ପରେ ସରକାରଙ୍କୁ ଚିନ୍ତା ଘାରିଛି । ଅନ୍ୟପଟେ ଓମିକ୍ରନ ସଙ୍କଟ ମଧ୍ୟରେ କିନ୍ତୁ ଆସ୍ୱସ୍ତିକର ଖବର ଆସୁଛି । ରାଜ୍ୟରେ ଏବେ ତଳମୁହାଁ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia