April 21, 2025

ଓମିକ୍ରନ୍ : 5 ରାଜ୍ୟରେ ନିର୍ବାଚନ ସ୍ଥଗିତ ରଖିବାକୁ ଚାହୁଁନାହାଁନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ବିସ୍ତାରକୁ ଦୃଷ୍ଟିରେ ରଖି 5 ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯିବା ନେଇ କଳ୍ପନାଜଳ୍ପନା ଚାଲିଛି । ତେବେ ନିର୍ବାଚନ ସ୍ଥଗିତ ହେବାର କୌଣସି ସମ୍ଭାବନା ନାହିଁ । ସୋମବାର ସୂତ୍ରରୁ ପ୍ରକାଶ ଯେ ଆସନ୍ତା ବର୍ଷ ଆରମ୍ଭ ହେବାକୁ ଥିବା ପାଞ୍ଚଟି ରାଜ୍ୟକୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia