April 21, 2025

ଓଡିଶା ପୋଲିସର ନୂଆ ମୁଖିଆ ହେବେ ସୁନୀଲ ବଂଶଲ: ଜାଣନ୍ତୁ, କଣ ସବୁ ରହିବ ଚ୍ୟାଲେଞ୍ଜ ?

ଭୁବନେଶ୍ବର: ଡିଜିପି ଅଭୟଙ୍କ ପରେ ନୂଆ ଡିଜିପି ହେବେ ୧୯୮୭ ବ୍ୟାଚର ଆଇପିଏସ ସୁନିଲ କୁମାର ବଂଶଲ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୩୧ରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ବଂଶଳ ଦାୟିତ୍ବ ଗ୍ରହଣ କରିବେ । ତେବେ ଦାୟିତ୍ବ ମିଳିବା ପରେ ବଂଶଲ କହିଛନ୍ତି, ‘ସୁରକ୍ଷା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia