April 22, 2025

ଓଡିଶାରେ କରୋନା ଦୈନିକ କରୋନା ଦୈନିକ ସଂକ୍ରମଣ ୧ ହଜାରରୁ କମ ହେଲା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଦୀର୍ଘ ଦିନ ପରେ କରୋନା ସଂକ୍ରମଣରୁ ସାମାନ୍ଯ ତ୍ରାହି ମିଳିଛି। ଦୀର୍ଘ ଦୁଇ ମାସର ବ୍ଯବଧାନ ପରେ ଆଜି ରାଜ୍ୟରେ ହଜାରେ ତଳକୁ ଖସିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୦୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ହେଉଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia