ଭୁବନେଶ୍ୱର: ଓଡିଶାକୁ ପସିଲା କି ଓମିକ୍ରନ୍ ? କଟକରେ ଜଣେ ନାଇଜେରିଆ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା କଟକ ସିଡିଏମ୍ଓ ସୂଚନା ଦେଇଛନ୍ତି । ଏହା ପରେ ରାଜ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ସୂଚନା ମୁତାବକ, ୩-୪ ଦିନ ତଳେ ବ୍ୟକ୍ତି ଜଣଙ୍କ ନାଇଜେରିଆରୁ ଜଗତସିଂହପୁର, ପରେ କଟକ ଆସିଥିଲେ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
CPI leader Dibakar Nayak dies at 72
CPI leader Dibakar Nayak dies at 72
Fake transgender held for kidnapping boy