ଓଟିପି ସେୟାରିଂ ମାମଲା: ପଠାଣିକୁ ବହୁବାର ଟଙ୍କା ପଠାଇଥବା ମାନିଲା ଅଭିଯୁକ୍ତ ଅଭିଜିତ

OTP Sharing Case: ଓଟିପି ସେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେ ରେକୁ ଜେରା କରିଛି ଏନ୍‌ଆଇଏ । ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଏସଟିଏଫ୍ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।