ଏସିଆ କପ୍: କାହିଁକି ହାରିଲା ଟିମ ଇଣ୍ଡିଆ ? ଜାଣନ୍ତୁ, ଭାରତ ପରାଜୟର ପାଞ୍ଚ କାରଣ

ଦୁବାଇ: ବ୍ୟାଟର୍ ଛେଚିଲେ । ସ୍କୋର ବୋର୍ଡରେ ଲାଗିଲା 181 ରନ । ସ୍କୋର ଡିଫେଣ୍ଡ ସମୟରେ ବୋଲରଙ୍କ ଖାତାକୁ ଆସି ସାରିଥିଲା 5 ୱିକେଟ୍ । ତଥାପି ହାଲିରା ଟିମ ଇଣ୍ଡିଆ । ଆସନ୍ତୁ ଜାଣିବା ଭାରତ ପରାଜୟର ପାଞ୍ଚ ବଡ କାରଣ… ଏସିଆ କପର ସୁପର-4 ମୁକାବିଲାରେ ପାକିସ୍ତାନ ଭାରତକୁ 5

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia