April 22, 2025

ଏମ୍ସରେ ପ୍ରଥମ, ଯୋଡ଼ା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ଆଙ୍ଗୁଳି

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର । ଡାକ୍ତରୀ ଟିମଙ୍କ ୧୦ ଘଣ୍ଟାର ପରିଶ୍ରମ ପରେ ଯୋଡା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ବାମ ହାତର ଆଙ୍ଗୁଳି । ଅସ୍ତ୍ରୋପଚାର ପରିଚାଳନା କରିଥିଲେ ପୋଡାଜଳା ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡକ୍ତର ସଞ୍ଜୟ ଗିରି । ବ୍ୟକ୍ତି ଜଣଙ୍କ ସୁସ୍ଥ ଅଛନ୍ତି ଓ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia