April 20, 2025

‘ଏମିତି ଅବସ୍ଥା କରି ଦେଇଛି ପୋଲିସ, ପାଖରେ ଟଙ୍କାଟେ ନାହିଁ…’

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ବ୍ୟବସାୟୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଅଭିନେତ୍ରୀ ଗହନା ବଶିଷ୍ଠ ନିରନ୍ତର ଆଲୋଚନାରେ ରହୁଛନ୍ତି । ଏହି ମାମଲାରେ ପୋଲିସ ସନ୍ଦିଗ୍ଧ ତାଲିକାରେ ଗହନା ବଶିଷ୍ଠ ମଧ୍ୟ ଅଛନ୍ତି। ତାଙ୍କୁ ପୋଲିସ ଅନେକ ଥର ପଚରାଉଚରା କରିଛି। ପୋଲିସ ତଦନ୍ତରେ ସେ ଅସୁବିଧାରେ ପଡ଼ିଥିବା ଦର୍ଶାଇ ଗହନା ଏବେ
Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia