April 30, 2025

ଏଥର ସ୍ୱାଧୀନତା ଦିବସରେ ହେବନି ପରେଡ, କୋଭିଡ କଟକଣା ପାଇଁ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏଥର ସ୍ୱାଧୀନତା ଦିବସରେ ହେବନି ପରେଡ । କୋଭିଡ କଟକଣାରେ ପାଳନ ହେବ ସ୍ୱାଧୀନତା ଦିବସ । ପ୍ରଦର୍ଶନୀ ପଡିଆରେ ହେବ ପତାକା ଉତ୍ତୋଳନ । ସେହିଭଳି ହେବନି ଜନସମାଗମ । ବିଶେଷ କରି ଭାଗ ନେବେନାହିଁ ସ୍କୁଲ ଛାତ୍ରଛାତ୍ରୀ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେବଳ ୩ଟି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia