April 30, 2025

ଏଥର ବିଳମ୍ବରେ ଆସିବ ଶୀତ

ଭୁବନେଶ୍ୱର: ଏଥର ଶୀତ ଆସିବାରେ ବିଳମ୍ବ ହେବ । ଅକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ଅଧିକ ରହିବ । ଫଳରେ ଶୀତ ଆସିରେ ବିଳମ୍ବ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଅକ୍ଟୋବର ମାସରେ ଉପକୂଳ ଜିଲ୍ଲାରେ ବର୍ଷା ପରିଣାମ ଅଧିକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia