ଭୁବନେଶ୍ୱର: ଏଥର ପୂଜାରେ ଭିଜିବ ସାରା ରାଜ୍ୟ । ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଚଳିତଥର ବର୍ଷାରେ ଭିଜିବ ପୂରା ପାର୍ବାଣ ସମୟ । ସେହିପରି ବର୍ଷା ଯୋଗୁଂ ପୂଜା ବଜାର ଫିକା ପଡ଼ିବାର ମଧ୍ୟ ଆଶଙ୍କା ରହିଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Berhampur’s Thakurani Yatra ends
Min clarifies on Ayushman Bharat, warns hospitals against negligence
3 kids find new homes outside state