April 22, 2025

ଏଥର ଗ୍ରୀଷ୍ମରେ ନାହିଁ ଗରମ, କଲବଲ କରିବନି ଖରା !

ଭୁବନେଶ୍ୱର: ଏଥର ଗ୍ରୀଷ୍ମରେ ହେବନି ଗରମ । ଉପାନ୍ତରୁ ଉପକୂଳ ସବୁଠି ରହିବ ସ୍ୱଭାବିକ ତାପମାତ୍ରା । ମାର୍ଚ୍ଚ ପରେ ତାତିବ କମ୍ ବର୍ଷିବ ବେଶୀ । ଏଭଳି ଆଶ୍ୱସ୍ତିକର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏବେ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ରହିଥିବାରୁ ମାର୍ଚ୍ଚରୁ ମେ’ଓଡ଼ିଶା ତାପମାତ୍ରା ବିଶେଷ ବଢ଼ିବନି । ଏହି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia