April 21, 2025

ଉପ-ନିର୍ବାଚନରେ କଂଗ୍ରେସର ବିଜୟ ପରେ କହିଲେ ଚିଦାମ୍ବରମ୍- ଏହି ଫଳାଫଳ କହୁଛି 2022 ରେ ପବନ କେଉଁ ଦିଗରେ ପ୍ରବାହିତ ହେବ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ 3 ଟି ଲୋକସଭା ଏବଂ ଦେଶର 30 ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏହି ଫଳାଫଳଗୁଡିକରେ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିବାବେଳେ କଂଗ୍ରେସ ବିଜେପି ଗଡ଼ରେ ବିଜୟ ହାସଲ କରିଛି । ଏହି ଫଳାଫଳ ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ତଥା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia