April 22, 2025

ଉତ୍ତରାଖଣ୍ଡ ସିଏମ ଭାବରେ ଶପଥ ନେଲେ ପୁଷ୍କର ସିଂହ ଧାମୀ, ଏମାନଙ୍କୁ ମିଳିଲା ମନ୍ତ୍ରୀ ପଦ

ଦେହରାଡୁନ୍ : ବିଜେପି ନେତା ପୁଷ୍କର ସିଂହ ଧାମୀ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଦେହରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂହଙ୍କୁ ପଦର ଗୋପନୀୟତା ଶପଥ ପାଠ କରାଇଥିଲେ । ଧାମୀ ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ସିଏମ୍ ହୋଇଛନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia