April 21, 2025

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ରାମ ମନ୍ଦିର ପ୍ରସଙ୍ଗ ଯୋଗୁ କେତେଦୂର ଲାଭବାନ ହେବ ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ସରଗରମ ଅଛି ସମଗ୍ର ଦେଶ। ରାମ ମନ୍ଦିର ନିର୍ମାଣ, ଲକ୍ଷ୍ମୀପୁର ଖେରୀ ହିଂସା, ଚାଷୀ ଆନ୍ଦୋଳନ ଭଳି ଏକାଧିକ ପ୍ରସଙ୍ଗକୁ ରାଜନୀତି ଜୋର ଧରିଛି। ବିକାଶକୁ ପ୍ରସଙ୍ଗ କରି ପୁଣି ଶାସନ ଅକ୍ତିଆର କରିବାକୁ ୟୋଗୀ ଆଦିତ୍ୟନାଥ ପ୍ରଚାର ଆଗକୁ ବଢାଇଥିବା ବେଳେ ରାମ ମନ୍ଦିର ନିର୍ମାଣ ଏକ ପ୍ରମୁଖ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia