April 20, 2025

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ‘ବୁଥ ବିଜୟ ଅଭିଯାନ’ ଆରମ୍ଭ କଲା ବିଜେପି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଆଜି ‘ବୁଥ ବିଜୟ ଅଭିଯାନ’ ଆରମ୍ଭ କରିଛି । ଏହି ଅଭିଯାନକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁଭାରମ୍ଭ କରିଛନ୍ତି । ବିଜେପିର ଏହି ବୁଥ୍ ବିଜୟ ଅଭିଯାନ ମତଦାନ ଦିନ ପ୍ରତ୍ୟେକ ବୁଥରେ ଚାଲିବ । ଏହି ସମୟରେ ଜେପି ନଡ୍ଡା କହିଛନ୍ତି ଯେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia