April 20, 2025

ଉତ୍ତରପ୍ରଦେଶ ନିର୍ବାଚନ 2022 : ସମାଜବାଦୀ ପାର୍ଟିରେ ସାମିଲ ହେଲେ ବିଏସପିରୁ ବହିଷ୍କୃତ 6 ବିଧାୟକ ସମେତ ବିଜେପି ବିଧାୟକ

ଲକ୍ଷ୍ନୌ : 2022 ତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଆଉ ମାତ୍ର କିଛି ମାସ ବାକି ଅଛି । ଏହି ସମୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହା ବ୍ୟତୀତ ନେତା ମାନଙ୍କର ଦଳବଦଳ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଏଭଳି ପରିସ୍ଥିତିରେ ବହୁଜନ ସମାଜବାଦୀ ପାର୍ଟି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia