April 20, 2025

ଉତ୍ତରପ୍ରଦେଶ ନିର୍ବାଚନ 2022 : ବିଧାୟକ ସୁଭାଷ ପାସିଙ୍କୁ ଦଳରୁ ବହିଷ୍କାର କଲେ ଅଖିଳେଶ ଯାଦବ, ଆଜି ବିଜେପିରେ ଯୋଗଦେବେ !

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଜାରି ରହିଛି । ସମାଜବାଦୀ ପାର୍ଟି ବିଧାୟକ ସୁଭାଷ ପାସି ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଦଳ ତାଙ୍କୁ ବାହାରର ରାସ୍ତା ଦେଖାଇଛି । ସମାଜବାଦୀ ପାର୍ଟିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ଯେ, ଗାଜୀପୁରର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia